ଟୀକା ନେବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ମେଡିକାଲରେ ନାହିଁ ନଥିବା ଭିଡ । ବ୍ଲକକୁ ଅଧିକ ପରିମାଣରେ ଟୀକା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଲୋକେ। ଅଧ ରାତିରୁ ଆସି ଲମ୍ବା ଧାଡିରେ ଛିଡା ହୋଇଥିଲା ମଧ୍ୟ ସକାଳୁ ଶହଶହ ଲୋକ ନିରାଶ ହୋଇ ଫେରୁଛନ୍ତି ।
#Mayurbhanj #Hospital #vaccine #coronavirus #CovidVaccine #Odisha #ArgusNews